Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ବିଜେଡିର ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା
ବିଜେଡି ଛାଡ଼ି ବିଜେପିରେ ମିଶିଲେ ବୋଲି ହିଂସାତ୍ମକ ହେଲେ ବିଜେଡି କର୍ମୀ
ଅର୍ଗସ ବ୍ୟୁରୋ : ବେଙ୍ଗଲ ମୁହାଁ ଓଡ଼ିଶା ରାଜନୀତି । ଭଦ୍ରକରେ ସୀମା ଟପିଲା ବିଜେଡିର ବର୍ବରତା । ଯାହା ଇତିହାସରେ ବର୍ଣ୍ଣିତ ମଧ୍ୟଯୁଗୀୟ ବର୍ବରତାର ସ୍ମରଣ କରାଇଛି । ଭଦ୍ରକ ଜିଲ୍ଲା ପିରହାଟ ଥାନା ସାଲପୁରରେ ଗାଁରେ ଦେଖିବାକୁ ମିଳିଛି ଏପରି ତାଲିବାନୀ ମାନସିକତା । ପିଲରରେ ବନ୍ଧା ହୋଇଥିବା ବାଇଧର ମାଝିଙ୍କର ଭୁଲ ଏଇଆ ଯେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ । ସେଥିପାଇଁ ଗାଁର
ଅଧିକ ମୋବାଇଲ ବ୍ୟବହାର କଲେ ହେବ ଏହି ରୋଗ
ଅର୍ଗସ ବ୍ୟୁରୋ : କ'ଣ ଆପଣ ନିଜ ମୋବାଇଲ ଠାରୁ ଅଳ୍ପ ସମୟ ବି ଦୁରେଇ ରହିପାରୁନାହାନ୍ତି କି ? ତାହାଲେ ଆପଣଙ୍କୁ ବି ହୋଇପାରେ 'ନୋମୋଫୋବିୟା' ( NO MObile PHone PhoBIA) ଆମ ଦୈନନ୍ଦିନ ଜୀବନରେ ମୋବାଇଲ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି । ଫୋନ ଠାରୁ ଦୂରେଇରହିବା ଅସମ୍ଭବ । କିନ୍ତୁ କ'ଣ ଆପଣ ଏତେ ନିର୍ଭର ହୋଇଯାଇଛନ୍ତି ଯେ ଏହା ଆପଣଙ୍କ ମାନସି