ଆସୁଛି ବଡ଼ ବର୍ଷା । ବାର୍ଷାରେ ବେହାଳ ହେବ ରାଜ୍ୟର ସ୍ଥିତି । ରେଡ ଆଲର୍ଟରେ 10 ଜିଲ୍ଲା । ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ । ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜ୍ୟର ସ୍ଥିତି ସଙ୍ଗୀନ ରହିଛି । ତେବେ ଆହୁରୀ 24 ଘଣ୍ଟା ଯାଏଁ ରାଜ୍ୟର ସବୁ ଜିଲ୍ଲାରେ ଲଗାଣ ବର୍ଷା ହୋଇପାରେ ...
#ArgusNews #OdishaNews #Weather