ଅସମୟର ବା ଦୂର୍ବଳ ସମୟର ବନ୍ଧୁ ସାଜିଛନ୍ତି ଉମାସାର । ଅଂଚଳର କାହାର କେହି ମୃତ୍ୟୁ ଘଟିଲେ ଖବର ପାଇବା କ୍ଷଣି ସବୁକାମ ଛାଡି ପହଞ୍ଚି ଯାଆନ୍ତି ସେଠି । ଅନ୍ତିମ ସଂସ୍କାରର ସମସ୍ତ ବ୍ୟବସ୍ଥା କରି ଶ୍ମଶାନକୁ ନେବା, ଶବଦାହ ଆଦି କାର୍ଯ୍ୟ ସମ୍ପାଦନ କରିଥାନ୍ତି । ଆଜି ସୁଦ୍ଧା ୧୬୪ ଶବଦାହ କରିସାରିଲେଣି । ଅଞ୍ଚଳରେ ଅସମୟର ବନ୍ଧୁଭାବେ ପରିଚିତ ଉମାସାହୁ....
#ArgusNews #Odisha #Ganjam #Bhanjanagar