ପାହାଡ ତଳେ ଥିବା ଏହି ଛୋଟିଆ ଗାଁ ନନ୍ଦିଗୁଡାରେ ଭାବ ତିନି ବନ୍ଧୁର ଦୁର କୁଣିଆ ଭଳି ଉଳିଏ ରହି ଚାଲିଯାଏ । କିନ୍ତୁ ଅଭାବ ଘରର ପୁଅ ପରି ପାଖରେ ଥାଏ । ଅଭାବରେ ଥିଲେବି ଏମାନେ ପାଦରେ ପାଦ ମିଶାଇ ହାତରେ ହାତ ଛନ୍ଦି ଝୁମେଇ ଦିଅନ୍ତି ବନଭୂମି।
#JanaAudit #Koraput #Nandapur #nandiguda #Odisha #ArgusNews