ଆୟୋଜିତ ହୋଇଯାଇଛି ଶିକ୍ଷକ ପର୍ବର ପ୍ରଥମ ସମ୍ମିଳନୀ I ଶିକ୍ଷକ ପର୍ବରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉପହାର I ବିଦ୍ୟାଞ୍ଜଳୀ ପୋର୍ଟାଲ ଓ ନିଷ୍ଠା ଯୋଜନା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ I ଏହି ଯୋଜନାରୁ ଲାଭ ପାଇବେ 25 ଲକ୍ଷ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ I
NarendraModi #handicapped PMO India #ArgusNews