#ଦେଶର_ପ୍ରଥମ_ପ୍ରାଇଭେଟ_ରକେଟ୍_ବିକ୍ରମ_ଏସ୍_ଲଞ୍ଚ୍
ଦେଶର ମହାକାଶ ଗବେଷଣା କ୍ଷେତ୍ରରେ ଐତିହାସିକ ଦିନ । ଦେଶର ପ୍ରଥମ ପ୍ରାଇଭେଟ ରକେଟ୍ ‘ବିକ୍ରମ-ଏସ୍’କୁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ଲଞ୍ଚ କରାଯାଇଛି । ଦିନ ସାଢ଼େ ୧୧ରେ ଷ୍ଟାର୍ଟଅପ୍ ସ୍କାଏରୁଟ ଏରୋସ୍ପେସ ପକ୍ଷରୁ ଏହି ଲଞ୍ଚିଂ କରାଯାଇଛି । ଅନ୍ତରୀକ୍ଷ କ୍ଷେତ୍ରରେ ଏହା ହେଉଛି ଦେଶର ପ୍ରଥମ ଘରୋଇ କ୍ଷେତ୍ରର ପ୍ରବେଶ....।
#ArgusNews #ISRO #PrivateRocket #Sriharikota #space #AndhraPradesh