ଏସଓପି ଏଠି ସମ୍ପୁର୍ଣ୍ଣ ଫେଲ୍ ମାରିଛି ....
ହାଇଦର ଫେରାର ଘଟଣାରେ ଖାଲି ପୋଲିସକୁ ଦାୟି କଲେ ହବନି ଘଟଣା ପଛରେ ଅନ୍ୟ କେଉଁମାନେ ଅଛନ୍ତି ସେ ସମସ୍ତ ତଥ୍ୟକୁ ଇନଭେଷ୍ଟିକେଟ କରିବାକୁ ପଡିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଆଇନଜୀବୀ ବିଭୂତିଭୂଷଣ ଚୌଧୁରୀ ...
#ArgusNews #Mantabya #Haidar #Odisha