ଝଲସିବ ଚାପ ପୋଖରୀ.... ଦୂର ହେବ ଅଲାରନାଥ ମନ୍ଦିରର ବିଭିନ୍ନ ସମସ୍ୟା... ଦୀର୍ଘ ବର୍ଷ ହେବ ଅବହେଳିତ ଅବସ୍ଥାରେ ପଡିରହିଥିଲା ଚନ୍ଦନ ପୁଷ୍କରିଣୀ । ପୋଖରୀ ଭିତରେ ଭାସୁଛି କୁଢକୁଢ ଅଳିଆ । ଫଳରେ ପୁଷ୍କରୀ ପାଇଁ ନଷ୍ଟ ହୋଇପଡିଥିଲା । ଐତିକ ପରମ୍ପରାକୁ ବଞ୍ଚାଇ ରଖିବାକୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଏବେ ଏହାର ପୁନରୁଦ୍ଧାର କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି...
#ArgusNews #Odisha #Brahmagiri #Puri #Pollution