ଆମ ସମୟରେ ଆମେ ବାପା ମା' ଙ୍କ ସ୍ବପ୍ନ ପୂରଣ କରୁଥିଲୁ । ଆମର କୈାଣସି ସ୍ବପ୍ନ ନଥିଲା । ସେତେବେଳେ ଆମକୁ ଗାଇଡ କରିବାକୁ କେହି ନଥିଲେ । ବାହାର ଦୁନିଆ ବିଷୟରେ କୈାଣସି ଧାରଣା ନଥିଲା : ଲାଲେଟେନ୍ଦୁ ମହାନ୍ତି, ପୂର୍ବତନ ସଭାପତି, ଓଡିଶା ସୋସାଇଟ ଅଫ ଆମେରିକା
#SwapnaSuaiDiwni #odishasociety #USA #ArgusSpecialprogramme #ArgusNews #Odisha