ସେପ୍ଟେମ୍ବର ୧୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମ ଦିବସ , ସାରା ଦେଶରେ ଆନନ୍ଦ ଉଲ୍ଲାସର ସହିତ ପାଳନ ହେବାକୁ ଯାଉଅଛି । ମୋଦିଜୀଙ୍କ ଜୀବନୀ ଉପରେ କେତୋଟି ମୂହୁର୍ତ୍ତର Biography ଚିତ୍ର ୬ ଘଣ୍ଟା ସମୟରେ ବାଲୁକା କଳା ମାଧ୍ୟମରେ ମୋଦିଜୀଙ୍କୁ ଜନ୍ମ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପୁରୀର ଭାସ୍କର୍ଯ୍ୟ ଶିଳ୍ପୀ। ଶ୍ରୀଧର ଦାସ ।
NarendraModi PMO India #happybirtdaymodiji #Puri #sandanimation