ସରିଲା ବାହୁ଼ଡ଼ା ଯାତ୍ରା । ଆଜି ଶ୍ରୀବିଗ୍ରହଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜ୍ଜିତ ହେବେ ମହାବାହୁ । ଆଷାଢ ଶୁକ୍ଳ ଦ୍ବାଦଶୀ ତିଥି ରଥାରୂଢ ଶ୍ରୀଜିଉଙ୍କ ବଡଚଢାଉ ବେଶ ତଥା ସୁନାବେଶ ।
#ArgusNews #Odisha #ArgusUpdate #Puri #Sunabesa