କଟକର ବନ୍ଧୁକ ଓ ଗୁଳି ଜବତ । 11ଟି ବନ୍ଧୁକ, 51ଟି ଗୁଳି ଜବତ କରିଛି କମିଶନରେଟ ପୋଲିସ । ଏହାସହ 4 ଜଣ ଅପରାଧୀଙ୍କୁ ଗିରଫ କରିଛି ପୋଲିସ । ଧଳସାମନ୍ତ ଲିଙ୍କରେ ତାଳଚେରର ଟୁକୁନା ସ୍ବାଇଁ ଗିରଫ ହୋଇଥିଲା ।
#ArgusNews #Odisha #ArgusUpdate #Cuttack