କରୋନା ପରେ ଡେଙ୍ଗୁକୁ ନେଇ ଉଦବେଗ ଜନକ ସ୍ଥିତି । ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ୭୧୪କୁ ବୃଦ୍ଧି । ଡେଙ୍ଗୁ ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲ ପ୍ରସ୍ତୁତ ବୋଲି କହିଲେ ନିର୍ଦ୍ଦେଶକ । ଅନ୍ୟପଟେ ଘର ଘର ବୁଲି ବିଏମସି କରୁଛି ସଚେତନ।
#ArgusNews #ArgusUpdate #Odisha #Bhubaneswar #Dengue