କୋଭିଡ ଭ୍ୟାକ୍ସିନକୁ ନେଇ ଭଲ ଖବର । ICMRର ଗବେଷଣା ଦେଲା ଆଶ୍ବସ୍ତି । 2ଟି ଡୋଜ୍ ନେଲେ 95 ପ୍ରତିଶତ କମୁଛି ମୃତ୍ୟୁ ଡର । ସେହିପରି ଗୋଟିଏ ଡୋଜ ନେଇଥିଲେ 82 ପ୍ରତିଶତ ପର୍ଯ୍ୟନ୍ତ ମୃତ୍ୟୁ ବିପଦ ହ୍ରାସ ପାଉଛି ।
#ArgusNews #Odisha #ArgusUpdateNews #CoronaUpdate