ବିଜେଡି ସାଂସଦ ଅମର ପଟ୍ଟନାୟକ କୋଭିକ୍ସିନକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର । କୋଭାକ୍ସିନକୁ ଭୁଲ୍ ଭ୍ୟାକ୍ସିନ କହିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଲେଖାଶ୍ରୀ ।
#ArgusNews #Odisha #ArgusUpdate #lekhashreesamantsinhar