ରାଜ୍ୟରେ ଆଜିଠୁ ଆରମ୍ଭ ହେଉଛି ଅଫଲାଇନ ମାଟ୍ରିକ ପରୀକ୍ଷା । ଅନଲାଇନ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷାକେନ୍ଦ୍ରକୁ ପ୍ରବେଶ ର୍ପୂବରୁ ହେବ ଥର୍ମାଲ ସ୍କାନିଂ । ଶିକ୍ଷକ ମାନଙ୍କର ହୋଇଛି ଆଣ୍ଟିଜେନ ଟେଷ୍ଟ ।
#ArgusNews #ArgusUpdate #Odisha #Offline_Exam #MatricExam