ବାତ୍ୟା ଗୁଲାବ ଦୁର୍ବଳ ହୋଇ ଲଘୁଚାପର ରୂପ ନେବା ସହିତ ପଶ୍ଚିମ ଭାରତ ମୁହାଁ ହୋଇଥିବା ବେଳେ ଏବେ ବଙ୍ଗୋପ ସାଗରରେ ଆଉ 2ଟି ଲଘୁଚାପ ସୃଷ୍ଟି ହେବା ନେଇ ପାଣିଗାଗ ବିଭାଗ ପୂର୍ବାନୁମାନ କରିଛି।
#CycloneGulab #lowpressure #WeatherUpdate #BayOfBengal #heavyrainfall #Odisha #ArgusUpdate #ArgusNews