ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ଭଉଁରୀ ଯାତ୍ରା । ପରମ୍ପରା ମୁତାବକ ଆଜି ରଥଖଳା ସମ୍ମୁଖରେ ୩ ରଥର ଦୁଇଟି ଲେଖାଏଁ ଚକ ଓ ଗୋଟିଏ ଅଖ ସଂଯୋଗ କରାଯିବ । ଯାହାକୁ ଚକ ଅଖ ଡେରା ନୀତି ବୋଲି କୁହାଯାଏ।
#ArgusNews #Odisha #ArgusUpdate #Puri #bhaunriyatra