ସାରର ଚଢ଼ାଦରର ପ୍ରତିବାଦ କରି ଆକ୍ରମଣର ଶିକାର ହୋଇଛନ୍ତି ୪ଜଣ ଚାଷୀ। କାହାର ମୁଣ୍ଡ ଫାଟିଛି ତ କାହାର ପୁଣି ଦେହରେ ଗଭୀର ଆଘାତ ଲାଗିଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବେଢ ବିଏନପୁର ଗାଁ । ୧୦ରୁ ଉର୍ଦ୍ଧ୍ବ ଦୁର୍ବୁତ୍ତ ଚାଷୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ।
#ArgusNews #ArgusUpdate #Odisha #Ganjam #Attack #farmerattack