Ama Sahar 1pm | 3 March 2022 | Argus News
+ ୟୁକ୍ରେନ ରାଜଧାନୀ କିବରେ ଆକ୍ରମଣ
+ ମିସାଇଲ ମାଡରେ ଧ୍ବଂସ ସ୍ତୂପ ପାଲଟିଲାଣି ସହର, ବିସ୍ଫୋରଣରେ ଭୁଶୁଡିପଡୁଛି ବଡ ବଡ ଅଟ୍ଟାଳିକା
+ ଭୁବନେଶ୍ବର ରେଲୱେ ଷ୍ଟେସନରୁ ୩୨ କେଜି ସୁନା ଜବତ ଘଟଣା
+ ଉତ୍କଳ ୟୁନିଭର୍ସିଟିରେ ଉତ୍ତେଜନା
+ ବଢୁଛି ନିର୍ବାଚନୀ ହିଂସା
+ ସକାଳେ ବଚସା, ରାତିରେ ଫୁଟିଲା ବୋମା
+ ୟୁପିରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ମତଦାନ
#ArgusUpdate1pm #PoliticalViolance #RussiaUkrainewar #ArgusNews