ARGUS UPDATE 10AM | 26 OCT 2021 | Argus News
+ ରାଜ୍ୟରେ ୨୪ ଘଣ୍ଟାରେ ୪୩୩ ପଜିଟିଭ୍
+ ମମିତା ମେହେର ହତ୍ୟା ମାମଲାରେ କ୍ୟାପଟେନଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି
+ ମମିତା ମର୍ଡର ମାମଲାରେ ଗିରଫ ଗୋବିନ୍ଦକୁ ପୁଣି ରିମାଣ୍ଡରେ ଆଣିପାରେ ପୋଲିସ
+ ଆମ ଘର ହାଲ ଚାଲରେ ବିଜେଡିର ପେଡ଼ି ଖୋଲିଲେ ସୌମ୍ୟ
+ ଇଟାଲି ଓ ବ୍ରିଟେନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
+ IPLରେ ଯୋଡ଼ି ହେଲା ଆଉ ୨ଟି ନୂଆ ଟିମ୍
#ArgusUpdate10am #CovidPositive #MamitaMurderCase #Gobindsahu #BJD #Narendramodi #IPL #Odisha #ArgusNews