Argus Update News 11 am
- କିଛି ସମୟ ପରେ ଆରମ୍ଭ ହେବ ସଂସଦର ସର୍ବଦଳୀୟ ବୈଠକ
- ଭୁବନେଶ୍ବରରେ ଅନ୍ତଃରାଜ୍ୟ ଚୋରା ବନ୍ଧୁକ ରାକେଟର ପର୍ଦ୍ଦାଫାସ
- ରାଜ୍ୟରେ ପୁଣି 66 ଜୀବନ ନେଲା ଭାଇରସ
- ମହାରାଷ୍ଟ୍ରରେ ବର୍ଷା ତାଣ୍ଡବ
- ଲଭ ଜିହାଦ ନୁହେଁ, ଲଭ ଏକ୍ସପୋଜ
- ଏସିଏଫ୍ ସୌମ୍ୟରଞ୍ଜନ ହତ୍ୟାକୁ ନେଇ ସସପେନ୍ସ ଜାରି
- ମାଲକାନଗିରିକୁ ଗଡ଼ିବ ଟ୍ରେନ
- ଜନ୍ମବେଦୀରେ ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା
- ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ
#ArgusNews #ArgusNewsTV# Odisha #ArgusUpdate