Argus Update news 11am
+ ଟୋକିଓରେ ଇତିହାସ ରଚିଲା ଭାରତ
+ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମିଷ୍ଟ୍ରିରୁ ଉଠୁନି ପରଦା
+ ଦୁଇ ଦିନ ହେଲା 13 ଶହ ଉପରେ ସଂକ୍ରମଣ
+ ଆଜି ଉତ୍ତରପ୍ରଦେଶ ପାଳୁଛି ଗରିବ କଲ୍ୟାଣ ଅନ୍ନ ଯୋଜନା ଦିବସ
+ ଜମ୍ମୁ-କଶ୍ମୀରରୁ ଧାରା 370 ଓ 35- A ଉଚ୍ଛେଦର 2ବର୍ଷ ପୂର୍ତ୍ତି
+ ଅଗଷ୍ଟ 16ରୁ ଖୋଲିବ ଶ୍ରୀମନ୍ଦିର, କଟକଣା ମାନି ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ
+ ଆଜିଠୁ କୋଭିଡ କଟକଣାରେ ଖୋଲିବ ଭିତରକନିକା ଅଭୟାରଣ୍ୟ
+ ପୁଣିଥରେ ସଂକ୍ରମଣ ବୃଦ୍ଧିର କାରଣ ହେବେ କି ପ୍ରବାସୀ
#ArgusNews #Odisha #ArgusNewsTv #ArgusUpdate