ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡା ଯିବେ ଜଷ୍ଟିସ ଜେ ପି ଦାସ। ଆଜି ଅପରାହ୍ନରେ ବ୍ରଜରାଜନଗର ଯିବେ। ଜଷ୍ଟିସ ଦାସଙ୍କୁ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତର ତଦାରଖ ଦାୟିତ୍ବ ଦେଇଛନ୍ତି ହାଇକୋର୍ଟ।
#ArgusNews #NabaDas #ASIGopalDas #allegations #NabaDasDeathCase #CrimeBranch #Jharsuguda #Odisha