ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ରାଉତରା ଗ୍ରାମରେ ଏକ ମୃତ ହରିଣକୁ ଉଦ୍ଧାର କଲେ ବାଙ୍ଗରିପୋଷି ବନାଞ୍ଚଳର କର୍ମଚାରୀ । ହରିଣଟିର ବୟସ ୪ବର୍ଷ ସହିତ ଓଜନ ୪୦ରୁ ୫୦ କିଲୋ ହେବ ବୋଲି ଜଣାପଡିଛି ।
#ArgusNews #ArgusOdisha #ArgusOdia #ArgusUpdate #Mayurbhanj #Deer