ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ ସୁଶୀଲ ଚନ୍ଦ୍ରା । ଏ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି। ସେ ବର୍ତ୍ତମାନ ନିର୍ବାଚନ କମିଶନର ପଦରେ କାର୍ଯ୍ୟ କରୁଛନ୍ତି....
#ArgusNews #Odisha #ArgusUpdate