ଦୁର୍ନୀତିର ଭୂସ୍ୱର୍ଗ ପାଲଟିଛି କଣାସ ବ୍ଲକ । କଣାସ ବ୍ଲକର ୨୮ଟି ପଞ୍ଚାୟତରେ ରାସନ ବଣ୍ଟନରେ ହଡ଼ପ ଅଭିଯୋଗ। କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟରେ ହୋଇଛି ହରିଲୁଟ। ଗରିବ କଲ୍ୟାଣ ଯୋଜନାରେ ମିଳିଥିବା ୮ ମାସର ରାସନ ସମଗ୍ରୀ ବଣ୍ଟନର ଦୁର୍ନୀତି ହୋଇଥିବା ଅଭିଯୋଗ...
#ArgusNews #ArgusUpdate #Odisha #Ration_Card #Corruption