ତିନି ଦିନିଆ ଆମେରିକା ଗସ୍ତ ସାରି ଭାରତ ଫେରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫେରିବା ସମୟରେ ପ୍ରଧାନମନ୍ତ୍ରୀଙ୍କୁ ବିଦାୟ ଜଣାଇବାକୁ ଏକାଠି ହୋଇଥିଲେ ବହୁ ସଂଖ୍ୟକ ଭାରତୀୟ । ବିମାନ ବନ୍ଦରକୁ ଯିବା ସମୟରେ ଶୁଣିବାକୁ ମିଳିଥିଲା ଭାରତ ମାତା କି ଜୟ ଓ ମୋଦି ମୋଦି ନାରା ।
#PrimeMinister #NarendraModi #returning #india #visitusa #BharatMataKiJai #slogans #National #ArgusNews