ଭୁବନେଶ୍ବର ମହାନଗର ନିଗମରେ ବ୍ୟାପକ ହେବ ଟିକାକରଣ । ବିଦେଶରେ ପଢୁଥିବା ଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜିଠାରୁ ସେମାନଙ୍କ ନାମ ପଞ୍ଜୀକରଣ କରାଯିବ । ବିନା ପଞ୍ଜୀକରଣରେ ଦିଆଯିବ ଟିକା
#ArgusNews #Odisha #ArgusUpdate #Bhubaneswar #vaccination