ଗଞ୍ଜାମ ଚିକିଟି ବ୍ଲକ ରାମେୟାପାଟଣା ଗାଁରେ କୂଳ ଲଂଘୁଛି ସମୁଦ୍ର । ଢେଉ ମାଡ଼ରେ ଜଣଙ୍କ ଘର ଭାଙ୍ଗି ଯାଇଥିବା ବେଳେ ସମସ୍ତ ଆସବାବପତ୍ର ଭାସି ଯାଇଛି । ଭୟରେ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ୩ରୁ ଅଧିକ ପରିବାର ।
#ArgusNews #Odisha #ArgusUpdateNews #Berhampur #HouseDemolished