ବାଲେଶ୍ବର ଜଳେଶ୍ବରରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ର ଚଢ଼ାଉ । 2 କେଜିରୁ ଅଧିକ ବ୍ରାଉନସୁଗର ଜବତ କରାଯାଇଛି । ଜବତ ବ୍ରାଉନସୁଗର ଆନୂମାନିକ ମୁଲ୍ୟ 2 କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି ।
#ArgusNews #Odisha #ArgusUpdate #Balasore #STF #brownsugar