ରାୟଗଡା ଜିଲ୍ଲାରେ ଚାଷୀଙ୍କୁ ସାର ଯୋଗାଣରେ ହୋଇଛି ମହାଦୁର୍ନୀତି । ଚାଷୀଙ୍କ ନାଁରେ ଚଳୁ କରିଦେଲେ ଶହ ଶହ ବସ୍ତା ସାର । ସରକାରୀ ଲ୍ୟାମ୍ପରେ ଚାଷୀଙ୍କୁ ସାର ମିଳୁନଥିବାବେଳେ ବଜାରରେ ଚଢା ଦରରେ ସାର ବିକ୍ରୀ କରି ଡିଲର ମାଲେମାଲ ହେଉଛନ୍ତି ....
#Argusnews #Odisha #Rayagada #Fertilizer_Scam