ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲେ ସୁଦ୍ଧା ପୁଅକୁ ଦେଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ହେଲେ ପୂର୍ବତନ ସ୍ତ୍ରୀ ପୋଲିସ ଚାକିରି କରିଥିବାରୁ ପୋଲିସ ପାଓ୍ବାର ଦେଖାଉଛନ୍ତି । ବାପା ପୁଅକୁ ଦେଖିବାକୁ ଅନୁମତି ମାଗିଲେ ମିଛ କେସରେ ଫସେଇବାକୁ ପୂର୍ବତନ ସ୍ତ୍ରୀ ଧମକ ଦେଉଥିବା ଅଭିଯୋଗ ହୋଇଛି ....
#Argusnews #Odisha #Sambalpur #Police_Dadagiri