#ପ୍ରଫୁଲ୍ଲ_ବିଶ୍ବାଳ_ବନାମ_ଗୋବିନ୍ଦ_ସାହୁ
#ଫେରାର_ଗୋବିନ୍ଦଙ୍କ_ସୁରକ୍ଷା_ନେଇ_ଉଠିଲା_ପ୍ରଶ୍ନ
କିଭଳି ଫେରାର ହୋଇଗଲେ ଗୋବିନ୍ଦ । ନା ଜାଣିଶୁଣି ଫେରାର କରାଇ ଦିଆଯାଇନି ତ । ଏମିତି କୁଆଡେ ପଳାଇଲେ ଗୋବିନ୍ଦ ଯେ ପତ୍ତା ପାଉନି ପୋଲିସ । ମମିତା ଅପହରଣ ଘଟଣାରେ ଏବେ ସିଧାସଳଖ ସନ୍ଦେହ ଘେରରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ।
#mahanga #gobinda #police #Odisha #ArgusNews