- 9AM TOP HEADLINES
- ରାଜ୍ୟରେ ଥମୁନି କରୋନା ମୃତ୍ୟୁ
- କାଲି ରାଜ୍ୟରେ ସରୁଛି ଆଂଶିକ ଲକଡାଉନ ଅବଧି
- ଆଜି ଯୁବବର୍ଗଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
- ଭୁବନେଶ୍ବର AIIMSକୁ ପୂରିଲା ୯ ବର୍ଷ
- ବିଦ୍ୟୁତ କାଟ ସହ ଦର ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି
- ଟିକା ଅଭାବ ନେଇ ରାଜ୍ୟ ଦେଉଥିବା ବିବୃତ୍ତିର ଜବାବ ରଖିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ
- ଚୀନ ବିଦେଶ ମନ୍ତ୍ରୀଙ୍କ ସହ ଏସ.ଜୟଶଙ୍କ ବୈଠକ
- କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର
#ArgusNews #Odisha #ArgusNewsTv #Headlines