HEADLINES 11 AM | 27th September | ArgusNews
+ ଗଜପତିରେ ବାତ୍ୟା ତାଣ୍ଡବ
+ ଆନ୍ଧ୍ର ସନ୍ଥଗୁଡାରେ ଲ୍ୟାଣ୍ଡଫଲ କଲା ସାମୁଦ୍ରିକ ଝଡ ଗୁଲାବ
+ ଗଞ୍ଜାମରେ ଯୁବତୀଙ୍କୁ ଅପହରଣ ମାମଲା
+ ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୪ ଜଣ କରୋନା ପଜିଟିଭ୍
+ ଆଜିଠୁ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ
+ ମାଓ ଦମନ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
+ ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ
+ ପ୍ରହସନ ପାଲଟିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ
#Headlines11AM #Gajapati #CycloneGulab #LandFall #CoronaUpdate #DigitalMission #Pipilibyelection #BSKY #Odisha #ArgusNews