HEADLINES@1PM | 11 OCT 2021 | ArgusNews
+ ପୂଜା ପୂର୍ବରୁ 3 ବଡ଼ ଅପରାଧୀଙ୍କୁ କାବୁ କଲା ରାଉରକେଲା ପୋଲିସ
+ ଶ୍ରୀମନ୍ଦିର ନୀତି ଓ ଫାଇନାନ୍ସ ସବ୍ କମିଟି ବୈଠକ ଆରମ୍ଭ
+ ଚାଷୀଙ୍କ ଟଙ୍କା ହଡ଼ପ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
+ ବାଣ୍ଟିବାକୁ ଆସିଥିଲେ ବିଜୁ ସ୍ବାସ୍ଥ୍ୟକାର୍ଡ କିନ୍ତୁ ଜନତାଙ୍କ ପ୍ରଶ୍ନରେ ହେଲେ ବାଟବଣା
+ ପୁଣି ବିବାଦରେ ମାଲକାନଗିରି ପୋଲିସ
+ ରାଉରକେଲାରେ ଲଜ୍ୟା
+ ଆଜିଠାରୁ ଟ୍ବିନ୍ ସିଟିରେ ଆରମ୍ଭ ହେଉଛି ନାଇଟ୍ କର୍ଫ୍ୟୁ
#Headlines1PM #RourkelaPolice #Sreemandir #BJP #OdishaGovt #BSKY #SmartCard #MalkanagiriPolice #TwinCity #NightCurfew #Odisha #ArgusNews