|| Headlines 7am ||
+ ଆରପାରିରେ ପଥର ବିନ୍ଧାଣୀ... କରୋନାରେ ପଦ୍ମବିଭୂଷଣ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ...
+ ରାଜ୍ୟରୁ ପୁଣି ୧୦ ହଜାର ୩୧ ନୂଆ ପଜିଟିଭ୍…
+ ଟିକା ପାଇଁ ଭିଡ କମାଇବାକୁ ନୂଆ ପ୍ଲାନ...
+ ମଧ୍ୟପ୍ରଦେଶ ବୀନା ରିଫାଇନାରୀ ନିକଟରେ ୧ ହଜାର ଶଯ୍ୟାର କୋଭିଡ୍ ହସ୍ପିଟାଲ...
+ ହିମନ୍ତ ବିଶ୍ବଶର୍ମା ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ…
#ArgusNews #Odisha #Headlines