()12 ଘଣ୍ଟା ଧରି ପଡି ରହିଲା ଶବ...ମୃତଦେହ ନେବାକୁ ପରିବାରର ଗୁହାରି ପରେ ବି ଶୁଣିଲେନି କେହି...
ରାଜ୍ୟରେ ପ୍ରତି ମିନିଟରେ 5 ସଂକ୍ରମିତ... ବର୍ତ୍ତମାନ ପ୍ଲାଟୋ ସ୍ଥିତିରେ କୋରୋନା...
ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ମହାପାତ୍ର...
ପୁଣି 6 ହଜାର ଉପରେ ସଂକ୍ରମଣ… ରାଜ୍ୟରେ ଆଜି 6599 ପଜିଟିଭ୍...
ଭଦ୍ରକ ବାଗୁରାଇରୁ 35 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ...
ମେ 1ରୁ ଯୁବବର୍ଗଙ୍କୁ ଟିକାକରଣ... ବିତରଣ ପାଇଁ ମାଇକ୍ରୋ ମ୍ୟାନେଜମେଣ୍ଟ ପ୍ଲାନ୍...
+2 ପରୀକ୍ଷା ବାତିଲ ଦାବିରେ ପୁଣି ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ...
ଢେଙ୍କାନାଳ କାମାକ୍ଷାନଗରରେ ପାଣି ପାଇଁ ହାହାକାର...
#ArgusNews #Odisha #Headlines 2 PM