|| HEADLINES 8AM ||
- ବିବାଦୀୟ ତହସିଲଦାରଙ୍କୁ ରାତିଅଧିଆ ବଦଳି.....
- ବିଧାନସଭା ନିର୍ବାଚନକୁ ନେଇ ସରଗରମ 5 ରାଜ୍ୟ.....
- ବଢୁଛି ସଂକ୍ରମଣ, ବଢୁଛି ଭୟ.... ସଙ୍ଗୀନ ସ୍ଥିତିରେ 11 ରାଜ୍ୟ....
- ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଇସ୍ତଫା…..
- ଓଡ଼ିଶାରେ ତୈଳ ବିତରଣରେ ହେବ ବୈପ୍ଳବିକ ପରିବର୍ତ୍ତନ.
- ଝିଅ ଦିଅ, ଚାକିରିରେ ରୁହ….କଥା ନ ମାନିଲେ ସିପାହୀଙ୍କୁ ବଦଳି ଧମକ...
- ନାଗାବାବାଙ୍କ ପାଇଁ ଏକାଠି ହେଲେ ଦେଶର ସାଧୁସନ୍ଥ...
- କର୍ଫ୍ୟୁ କନଫ୍ୟୁଜନ...ଏସଆରସିଙ୍କ ସ୍ପଷ୍ଟୀକରଣ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଚର୍ଚ୍ଚା...
#ArgusNews #Headlines