Sun, Feb 21 | 12:18 p.m.
କାଠ କଳାରେ ପାରଦର୍ଶିତା ଦେଖାଉଛନ୍ତି ଜଣେ ଦିବ୍ୟାଙ୍ଗ
କଠିନ କାଠ ଉପରେ ଚିତ୍ର ଖୋଦେଇ ଦ୍ୱାରା ସେ ସୃଷ୍ଟିକରୁଛନ୍ତି ବିସ୍ମୟ ।ଏହାକୁ ଜୀବିକାର ମାଧ୍ୟମ କରି ନିଜ ପିତାମାତାଙ୍କୁ ପ୍ରତିପୋଷଣ କରୁଛନ୍ତି । ପ୍ରତିକୂଳ ପରିସ୍ଥିତି ସିନା ତାଙ୍କର ଛଡାଇ ନେଇଥିଲା ବହି ବସ୍ତାନି । ହେଲେ ନିଜର ନିଷ୍ଠାପର ଉଦ୍ୟମ ଓ ଆତ୍ମବିଶ୍ୱାସ ତାଙ୍କୁ ସ୍ୱାବଲମ୍ବୀ କରାଇଛି । ନିଜଗୋଡ଼ରେ ନିଜ