#ରଖେ_ହରି_ମାରେ_କିଏ
#ଭଗ୍ନାବଶେଷ_ତଳେ_ଜନ୍ମ_ନେଲା_ଶିଶୁ
#କୁଢ_କୁଢ_ଶବ_ମଧ୍ୟରେ_ଉଦ୍ଧାର_ହେଲା_କଅଁଳିଆ_ଜୀବନ
#ଲୋକେ_କହିଲେ_ଅଲୌକିକ_ଘଟଣା
ସିରିୟାରେ ତାଣ୍ଡବ ରଚିଥିବା ଭୁକମ୍ପରେ ଏକ କରିସ୍ମା ଦେଖିବାକୁ ମିଳିଛି। ହଜାର ହଜାର କୋଠା ଭୁଶୁଡି ପଡିଛି। ଭଗ୍ନାବଶେଷ ତଳୁ କୁଢ କୁଢ ଶବ ଉଦ୍ଧାର କରାଯାଉଛି। କିନ୍ତୁ ଏହି ଶବ ମାନଙ୍କୁ ଉଦ୍ଧାର କରିବା ବେଳେ ଗୋଟିଏ କଅଁଳିଆ ଜୀବନକୁ ମଧ୍ୟ ଉଦ୍ଧାର କରାଯାଇଛି।
#turkey #earthquake #newbornbaby #rescue #ArgusNews