ଆମେରିକାରେ ସେକ୍ସ ଷ୍ଟ୍ରାଇକ୍ । ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବୁନି । ଏଭଳି ଧମକ ଦେଲେଣି ଆମେରିକାର ମହିଳାମାନେ । ଆମେରିକା ସୁପ୍ରିମ କୋର୍ଟର ଗର୍ଭପାତ ବିରୋଧୀ ଆଦେଶ ବିରୁଦ୍ଧରେ ମହିଳା ମାନେ ହେଲେଣି ଏକଜୁଟ । ସବୁଥି ଆରମ୍ଭ ହୋଇ ଯାଇଛି ଏହି ରାୟ ବିରୁଦ୍ଧରେ ଜୋରଦାର ବିରୋଧ।
#america #sexstrike #women #Odisha #ArgusNews