ଗୁପ୍ ଚୁପ୍, ନାଁ ଟା ଶୁଣିଲେ ପାଟିରୁ ଲାଲ ବାହାରି ଆସୁଛି। ଖାଲି କଣ ମଣିଷ, ପଶୁମାନଙ୍କର ବି ଗୁପ୍ ଚୁପ୍ ନାଁ ଶୁଣିଲେ ପାଟିରୁ ଲାଲ ବାହାରି ଆସୁଛି। ଆପଣ ଭାବୁଥିବେ ଏ କେମିତିକା କଥା। ପଶୁମାନେ କଣ ଗୁପ୍ ଚୁପ୍ ଖାଇଲେଣି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।
#viralvideo #cow #gupchup #ArgusNews