ଜୈବିକ ପଦ୍ଧତିରେ ଚାଷ କରିବାକୁ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିବା ପରାମର୍ଶକୁ ଚାଷୀ ଭାଇ ଗୁରୁତ୍ଵ ଦେବେ ବୋଲି କହିଛନ୍ତି । ଚାଷ କାମରେ ଲାଗିଥିବା ମହିଳା ଚାଷୀଙ୍କୁ ମୋଦି ପ୍ରଶଂସା କରିଛନ୍ତି ।
#ArgsuNews #ArgusTv #National Narendra Modi Dharmendra Pradhan #WorldEnvironmentDay