#କାଶ୍ମୀରରେ_ଗୃହମନ୍ତ୍ରୀ_ଅମିତ_ଶାହା
ତିନି ଦିନିଆ ଗସ୍ତର ଶେଷ ଦିନରେ ପାରମ୍ପାରିକ କାଶ୍ମିରୀ ପୋଷାକରେ ନଜର ଆସିଛନ୍ତି ଗୃହମନ୍ତ୍ରୀ । ତିନି ଦିନିଆ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ସୀମାରେ ପହଁଚି ସେନାବାହିନୀ ସହ ସମୟ କାଟିଛନ୍ତି ।
#JammuKashmir #CentralMinister Amit Shah #armycamp #Odisha #ArgusNews