କୁକୁର ମଣିଷର ବିଶ୍ବସ୍ତ ବନ୍ଧୁ । ଆମର ଘର ଜଗୁଛି କୁକୁର । ଅପରାଧୀକୁ ଧରିବାରେ ସାହାଯ୍ୟ କରୁଛି ସନ୍ଧାନୀ କୁକୁର । ବୋମା ଠାବ କରୁଛି କୁକୁର। ଏପରିକି ନିକଟରେ କୋରୋନା ପଜେଟିଭ ଲୋକଙ୍କୁ କୁକୁର ସହଜରେ ଚିହ୍ନଟ କରିପାରିବ ବୋଲି ବ୍ରିଟେନର ଏକ ଗବେଷଣାରେ ସାମ୍ନାକୁ ଆସିଥିଲା ।
#ArgusNews #National #cleverdog #smartdog