#ଧାନ_କିଣାରେ_ସର୍ବକାଳୀନ_ରେକର୍ଡ଼
କେନ୍ଦ୍ର ସରକାର କୃଷି ସଂସ୍କାର ପାଇଁ ଆଣିଥିବା ୩ ଟି କୃଷି ଆଇନ ବିରୁଦ୍ଧରେ ଦେଶରେ ଦୀର୍ଘଦିନ ଧରି ଜାରି ରହିଛି କୃଷକ ଆନ୍ଦୋଳନ । ଏମଏସପି ହଟିଯିବ,କୃଷକ ଏବଂ କୃଷି ଉତ୍ପାଦନ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ବିରୋଧି ରାଜନୈତିକ ଦଳ ଗୁଡ଼ିକ ଯେଉଁ ଅପପ୍ରଚାର କରୁଥିଲେ ତାହା ଭୁଲ ପ୍ରମାଣିତ ହୋଇଛି ।
#ArgusNews #ArgusTv #National #Crop #Farmers_Strike ##PaddyProcurement