ନିର୍ବାଚନ ପ୍ରଚାର କରିବ ରୋବୋଟ DOOT
ଦେଶରେ କରୋନା ସ୍ଥିତି ସଙ୍ଗୀନ ଥିବାରୁ ଜନସମାବେଶ ଭଳି ପରିସ୍ଥିତି ତୀବ୍ର ବିପଦ ସୃଷ୍ଟି କରିପାରେ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୦୨୨ ନିର୍ବାଚନୀ ପ୍ରଚାର ଏକ ନୂଆ ଢଙ୍ଗରେ କରାଯିବ
#ArgusNews #RobortDoot #NatioanNews #ElectionCampaigning #RobortTodoElectionCampaigning