ଆଜି ଉତ୍ତରପ୍ରଦେଶର ଆଲିଗଡ଼ଠାରେ ମହାରାଜା ମହେନ୍ଦ୍ର ପ୍ରତାପ ୟୂନିଭର୍ସିଟିର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ ଯୋଗଦେବେ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
#Stonelaying #RajaMahendraPratapSinghUniversity #Aligarh #UttarPradesh #foundationstone #MYogiAdityanath #NarendraModi